

- ଆଜିଠୁ ବ୍ୟାଙ୍କ ୟୁନିଅନର ଦେଶବ୍ୟାପୀ ୨ ଦିନିଆ ଧର୍ମଘଟ । ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ ସରକାରୀ ଉଦ୍ୟୋଗ ବ୍ୟାଙ୍କ ବନ୍ଦ ଡାକରା । ଘରୋଇକରଣ ପ୍ରତିବାଦରେ ଧର୍ମଘଟ କରିବେ ୯ ଲକ୍ଷ ବ୍ୟାଙ୍କ କର୍ମଚାରୀ ।
- କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ୮ ଲକ୍ଷ ୨୩ ହଜାର ୩୮୬ ଜଣଙ୍କ ମୃତ୍ୟୁ । ବିଶ୍ୱରେ କୋଭିଡ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ ।