

- ବିହାରର ନାଳନ୍ଦା ମେଡିକାଲ କଲେଜର ଆଉ ୭୨ ଡାକ୍ତର କରୋନା ପଜିଟିଭ୍ , ରବିବାର ୮୪ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ |
- ବିହାରର ପାଟନାରେ ପୋଲିସ ଭ୍ୟାନକୁ ପଛରୁ ଧକ୍କା ଦେଲା ଟ୍ରକ୍ | ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ , ୨ ଗୁରୁତର ଆହତ ଆହତ | ପୋଲିସ କର୍ମଚାରୀ ପାଟନା ମେଡିକାଲ କଲେଜକୁ ସ୍ଥାନାନ୍ତରିତ , ପୋଲିସ ଭ୍ୟାନ୍କୁ ଧକ୍କା ଦେବା ପରେ ଟ୍ରକ୍ ଓଲଟିଥିବା ସୂଚନା |