ବିହାରର ପାଟନାରେ ପୋଲିସ ଭ୍ୟାନକୁ ପଛରୁ ଧକ୍କା ଦେଲା ଟ୍ରକ୍‌ | ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ , ୨ ଗୁରୁତର ଆହତ ଆହତ | ପୋଲିସ କର୍ମଚାରୀ ପାଟନା ମେଡିକାଲ କଲେଜକୁ ସ୍ଥାନାନ୍ତରିତ , ପୋଲିସ ଭ୍ୟାନ୍‌କୁ ଧକ୍କା ଦେବା ପରେ ଟ୍ରକ୍‌ ଓଲଟିଥିବା ସୂଚନା |

Leave a Reply

Your email address will not be published. Required fields are marked *