କଟକ: ବାଲିକୁଦା କାଠଯୋଡ଼ି ରେଲୱେ ଟ୍ରାକରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ନାଁ ନିଖିଲ ସାହୁ। ଘର ରାୟଗଡ଼ା ଜିଲ୍ଲାରେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *