

- ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଂଘେ | ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରାନିଲ ବିକ୍ରମସିଂଘେ । ପୂର୍ବରୁ ୫ଥର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି ରାନିଲ ବିକ୍ରମସିଂଘେ ।
- ଗଞ୍ଜାମ ଏସପି ଅଫିସ ଆଗରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ମୃତ | ମୃତ ଯୁବକ ରମ୍ଭା ବୋରିଗାଁ ଅଞ୍ଚଳର ବାଦଲ ସାହୁ