

- ଭାରତରେ ପହଞ୍ଚିଛି ନିମିବିଆରୁ ଆସିଥିବା ଚିତା ବାଘ । ୮ ଚିତାଙ୍କୁ ନେଇ ଗ୍ବାଲିୟରରେ ପହଞ୍ଚିବ ବିମାନ । ସକାଳ ପ୍ରାୟ ୯.୨୦ ମିନିଟରେ ପହଞ୍ଚିବା ପରେ କୁନୋ ନାସନାଲ ପାର୍କରେ ଛଡାଯିବ । ଜନ୍ମଦିନରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର
- ବସ୍କୁ ହାଇୱା ପିଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଦୁର୍ଘଟଣାରେ ଗୁରୁତର ୧୩ ଜଣ ବୁର୍ଲା ମେଡିକାଲରେ ଭର୍ତ୍ତି, ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ଘଟିଥିଲା ଦୁର୍ଘଟଣା