State ବସ୍କୁ ହାଇୱା ପିଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଦୁର୍ଘଟଣାରେ ଗୁରୁତର ୧୩ ଜଣ ବୁର୍ଲା ମେଡିକାଲରେ ଭର୍ତ୍ତି, ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ଘଟିଥିଲା ଦୁର୍ଘଟଣା September 17, 2022September 17, 2022 admin 0 Comments ଝାରସୁଗୁଡ଼ା: ବସ୍କୁ ହାଇୱା ପିଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଦୁର୍ଘଟଣାରେ ଗୁରୁତର ୧୩ ଜଣ ବୁର୍ଲା ମେଡିକାଲରେ ଭର୍ତ୍ତି, ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ଘଟିଥିଲା ଦୁର୍ଘଟଣା, JSW କାରଖାନାରୁ ଶ୍ରମିକ ନେଇ ଯାଉଥିବା ବସ୍କୁ ଧକ୍କା ଦେଇଥିଲା ହାଇଓ୍ୱା