ଉପନ୍ୟାସ ଅଭିପ୍ରେତ କାଳ ପାଇଁ ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର

କଥାକାର ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର, ଉପନ୍ୟାସ ଅଭିପ୍ରେତ କାଳ ପାଇଁ ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର: ପୁରସ୍କାର ସ୍ୱରୂପ ପାରମିତା ଶତପଥୀଙ୍କୁ ଫଳକ ସହ ୫ ଲକ୍ଷର ଅର୍ଥରାଶି ପ୍ରଦାନ

Leave a Reply

Your email address will not be published. Required fields are marked *