- ସ୍ଥଳଭାଗ ଠାରୁ ୪୨୦ କିମି ଦୂରରେ ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୦ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଗୋପାଳପୁରରୁ ୪୨୦ ଓ ପୁରୀଠୁ ୪୮୦ କିମି ଦୂରରେ ବାତ୍ୟା | ପାରାଦୀପରୁ ୫୬୦ ଓ ବିଶାଖାପାଟଣାଠାରୁ ୩୦୦ କିମି ଦୂରରେ ବାତ୍ୟା | ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ ଓ ପୁରୀରେ ବର୍ଷା ଆରମ୍ଭ
- ବାତ୍ୟା ଜୱାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚିଲା, ୫ ତାରିଖରେ ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ତାରଖକୁ ଘୁଞ୍ଚିଲା