ସଂଜୟ ଦାସବର୍ମାଙ୍କ PA ଚିତ୍ତରଂଜନ ପଲାଇ ହତ୍ୟା ମାମଲାର ତଦନ୍ତ ପାଇଁ ପୁରୀର ବଡ଼ମୃଗଶିରାରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ । ଆଜି ମୃତଦେହ ଉଦ୍ଧାର ସ୍ଥଳରେ ତଦନ୍ତ ଆରମ୍ଭ କରିଛି ଟିମ୍‌ । କ୍ରାଇମବ୍ରାଞ୍ଚ ସହ ପୁରୀ SIT ଟିମ୍‌ ମଧ୍ୟ ତଦନ୍ତରେ ସାମିଲ ।

Leave a Reply

Your email address will not be published. Required fields are marked *