

- କଟକ ମାଲଗୋଦାମ ପୁଲିସ ହାତରେ ୨ ବନ୍ଧୁକ ବେପାରୀ, ୨ଟି ବନ୍ଧୁକ ସହ ୨ ରାଉଣ୍ଡ ଗୁଳି ଜବତ କଲା ପୁଲିସ
- ଉତ୍ତର ପ୍ରଦେଶ ଝାନ୍ସୀରେ ଟ୍ରାକ୍ଟର ଓଲଟି ୧୧ ମୃତ | ମୃତକଙ୍କ ମଧ୍ୟରେ ଅଛନ୍ତି ୭ ମହିଳା ୪ ଜଣ ପିଲା | ଗାଈକୁ ରକ୍ଷା କରିବାକୁ ଯାଇ ଓଲଟି ପଡ଼ିଲା ଟ୍ରାକ୍ଟର | ଦଶହରା ଦେଖିବାକୁ ଟ୍ରାକ୍ଟରରେ ବସି ଯାଉଥିଲେ ଲୋକେ