ଆଜି ନୂଆଦିଲ୍ଲୀ ସ୍ଥିତ ବାୟୁ ସେନା ମୁଖ୍ୟାଳୟରେ ବାୟୁସେନା କମାଣ୍ଡର ସମ୍ମିଳନୀ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ବାୟୁସେନା କମାଣ୍ଡର ସମ୍ମିଳନୀର ଉଦଘାଟନୀରେ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ, ପ୍ରତିରକ୍ଷା ସଚିବ ଡ. ଅଜୟ କୁମାରଙ୍କ ସହ ବାୟୁସେନାର ଅନ୍ୟ ବରିଷ୍ଠ କମାଣ୍ଡର ଉପସ୍ଥିତ ଥିଲେ | ବାୟୁସେନା ମୁଖ୍ୟ ଭି ଆର ଚୌଧୁରୀ କମାଣ୍ଡରଙ୍କୁ ସବୁପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଥିଲେ |

Leave a Reply

Your email address will not be published. Required fields are marked *