ବଦଳିବ ଜେଲ ସୁରକ୍ଷା ଢାଞ୍ଚା । କଟକ ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡା ଜେଲରେ ଉଡ଼ିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ । ତିହାର ଜେଲ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଏନେଇ ଜେଲ ବିଭାଗ ପକ୍ଷରୁ ସୂଚନା

କଟକ ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡା ଜେଲରେ ଉଡ଼ିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ । ତିହାର ଜେଲ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଏନେଇ ଜେଲ ବିଭାଗ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *