ଶ୍ରୀଲଙ୍କା କଲମ୍ବୋରେ ଆୟୋଜିତ ୧୮ତମ BIMSTEC ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ବୈଠକରେ ସହଯୋଗ କ୍ଷେତ୍ରରେ ବିଶେଷ କରି ସଂଯୋଗୀକରଣ, ଶକ୍ତି ଓ ସାମୁଦ୍ରିକ ସହଯୋଗକୁ ବୃଦ୍ଧି ଓ ବିସ୍ତାର କରିବାକୁ ଆମ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥବା ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଟ୍ବିଟ୍ |

Leave a Reply

Your email address will not be published. Required fields are marked *