ପାରାଦୀପସ୍ଥିତ ପିପିଏଲ ରାସ୍ତା ନିକଟ ବଟନଦୀ ଘେରିରେ ମାଛ ମଡ଼କ

ପାରାଦୀପ: ପାରାଦୀପସ୍ଥିତ ପିପିଏଲ ରାସ୍ତା ନିକଟ ବଟନଦୀ ଘେରିରେ ମାଛ ମଡ଼କ, ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ । ନଦୀରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ରୋହି, ଭାକୁର, ଚାଇନା କଉ, ବାଳିଆ ମାଛ ମରି ଭାସୁଥିବାର ଜଣାପଡ଼ିଛି । ବଟନଦୀରେ ମାଛ ମଡ଼କ ଘଟଣା ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଦେଖିବାକୁ ମିଳିଛି, ମାଛ ମରିବାର କାରଣ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *