- କେନ୍ଦ୍ରର ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ PM ମୋଦି, ଚାଷୀଙ୍କୁ MSP ପ୍ରଦାନ ପାଇଁ ବି ନୂଆ କମିଟି ଗଠନ କରିବାକୁ ଘୋଷଣା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରିବ କମିଟି, MSP ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ପ୍ରଭାବଶୀଳ କରିବା ଲକ୍ଷ୍ୟ
- ‘ଚାଷୀଙ୍କ ବିକାଶ ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ’: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା