ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଅନଲାଇନ ଓ ଅଫଲାଇନ କ୍ଲାସର ଆଟେଣ୍ଡାନ୍ସ ଦେବେ ଉଚ୍ଚ ମାଧ୍ୟମିକ ସ୍କୁଲ। ପିଲାଙ୍କ ଦୈନିକ ଉପସ୍ଥାନ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବା ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି । ନିୟମିତ ଉପସ୍ଥାନ ତଥ୍ୟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ

Leave a Reply

Your email address will not be published. Required fields are marked *