BJPରେ ଯୋଗଦେଲେ ପୂର୍ବତନ BJD ବିଧାୟକ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହେଲେ, ଚାରି ଥର ବିଧାୟକ ସଂଜୀବ ପଞ୍ଚାୟତ ରାଜ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ରହିଥିଲେ, କିଛି ଦିନ ତଳେ ବିଜେଡି ଛାଡ଼ି ଥିଲେ ସଂଜୀବ

Leave a Reply

Your email address will not be published. Required fields are marked *