ବ୍ରହ୍ମପୁରରୁ ଉଦ୍ଧାର ହେଲେ ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀ । ଉଦ୍ଧାର କଲା କମିଶନରେଟ ପୋଲିସ | ରାମେଶ୍ବରମରୁ ଆସି ବ୍ରହ୍ମପୁରରେ ଥିଲେ ସରୋଜ ପାଢ଼ୀ।ଉଦ୍ଧାର ନେଇ ସୂଚନା ଦେଲେ କ୍ୟାପିଟାଲ ଥାନା IIC | ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ, ଉଦ୍ଧାର ପରେ ବ୍ରହ୍ମପୁରରୁ ଭୁବନେଶ୍ବର ଅଣାଯାଉଛି

ଉଦ୍ଧାର ହେଲେ ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ।ବ୍ରହ୍ମପୁରରୁ ଉଦ୍ଧାର କଲା କମିଶନରେଟ ପୋଲିସ | ରାମେଶ୍ବରମରୁ ଆସି ବ୍ରହ୍ମପୁରରେ ଥିଲେ ସରୋଜ ପାଢ଼ୀ।ଉଦ୍ଧାର ନେଇ ସୂଚନା ଦେଲେ କ୍ୟାପିଟାଲ ଥାନା IIC | ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ, ଉଦ୍ଧାର ପରେ ବ୍ରହ୍ମପୁରରୁ ଭୁବନେଶ୍ବର ଅଣାଯାଉଛି

Leave a Reply

Your email address will not be published. Required fields are marked *