

- ଗୁଜରାଟ ‘ବିଜେପି’ର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ପ୍ରଦୀପ ସିଂହ ବାଘେଲା । ୨୦୧୬ ଅଗଷ୍ଟ ୧୦ ତାରିଖ ଦିନ ବାଘେଲାଙ୍କୁ ରାଜ୍ୟ ‘ବିଜେପି’ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା।
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଝାରସୁଗୁଡ଼ା ସିଡିପିଓ ସରୋଜିନୀ ଏକ୍କା, ଛତୁଆ ପ୍ରସ୍ତୁତକାରୀ SHG ଠାରୁ ୪୦ ହଜାର ଲାଞ୍ଚ ନେଉଥିଲେ |