ବସ୍ତିବାସିନ୍ଦାଙ୍କୁ ମାଗଣା ଜମି । ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟର ମଞ୍ଜୁରି। ଆସନ୍ତା ୬ ମାସ ମଧ୍ୟରେ ସରିବ ସମ୍ପୂର୍ଣ୍ଣ କାମ | ଜମି ଅଧିକାର ଆଇନର ପରିସରଭୁକ୍ତ ହେଲେ ବସ୍ତି ବାସିନ୍ଦା । ୯୩୮ଟି ବସ୍ତିରେ ଥିବା ୧.୯୦ ଲକ୍ଷ ପରିବାର ହେବେ ଉପକୃତ |

Leave a Reply

Your email address will not be published. Required fields are marked *