

- ଆଫଗାନିସ୍ଥାନର କାବୁଲରେ ଥିବା ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ; ୫୦ରୁ ଅଧିକ ମୃତ
- ମେ ୫ ତାରିଖରେ ବସିବ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକ । ପୁରୀ ପୌର ସଦନରେ ବସିବ ବୈଠକ । ଶୃଙ୍ଖଳିତ ରଥଯାତ୍ରା ନେଇ ହେବ ଆଲୋଚନା | କୋରୋନା ପାଇଁ ୨ବର୍ଷ ଧରି ବିନା ଭକ୍ତରେ ହୋଇଛି ରଥଯାତ୍ରା । କୋଭିଡ ସ୍ଥିତିକୁ ଦେଖି ଭକ୍ତଙ୍କ ଉପସ୍ଥିତି ନେଇ ହେବ ନିଷ୍ପତ୍ତି: ପୁରୀ ଜିଲ୍ଲାପାଳ |