

- ପାଇକ ବିଦ୍ରୋହର ଗାଥା ବଖାଣୁଛି ଓଡିଆ ଦିନ ପଞ୍ଜିକା
- ମୟୂରଭଞ୍ଜ କପ୍ତିପଦାରେ ୪୦ ଛାତ୍ରୀ କୋରୋନା ପଜିଟିଭ | କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୪୦ ଛାତ୍ରୀ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିବା ସୂଚନା | ଉଦଳା ମେଡିକାଲ ଟିମ୍ ଶିକ୍ଷାନୁଷ୍ଠାନରେ ପହଞ୍ଚି ସମସ୍ତଙ୍କ କର୍ମଚାରୀ ଏବଂ ଛାତ୍ରୀଙ୍କର RT-PCR ଟେଷ୍ଟ ପାଇଁ ନମୁନା ପଠାଇଛି