ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ସ୍ଥଗିତ କଲେ ହାଇକୋର୍ଟ | ଆସନ୍ତାକାଲିର ପୁରସ୍କାର ପ୍ରଦାନ ସମାରୋହ ସ୍ଥଗିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ୨୭ଟି ବିଭାଗରେ ପୁନଃ ମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଜାନୁଆରି ୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

Leave a Reply

Your email address will not be published. Required fields are marked *