ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ | ନାଟମଣ୍ଡପ ମରାମତି ଲାଗି ASIକୁ ନିର୍ଦ୍ଦେଶ ଦେଲେ କୋର୍ଟ | ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ମନ୍ଦିର ପ୍ରଶାସନ,ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍‌ କ୍ୟୁରି |

Leave a Reply

Your email address will not be published. Required fields are marked *