

- ରେଳ ବଜେଟରେ ଓଡ଼ିଶାକୁ ୯ଟି ନୂଆ ରେଳ ଲାଇନ୍ ପାଇଁ ୬୫୫ କୋଟି ମଞ୍ଜୁରୀ
- ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ବିନୀ-ସୁମିତ ବିବାଦ ମାମଲା ; ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ପ୍ରତିମାସ ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବାପାଇଁ ଥିଲା ନିର୍ଦ୍ଦେଶ। ମାସିକ ୧୭ହଜାର ଟଙ୍କା ଭରଣପୋଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଫେବୃଆରୀ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି