

- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା PH ଡିଭିଜନର ସହକାରୀ ଯନ୍ତ୍ରୀ ବନେଶ୍ବର ନାୟକଙ୍କ ଘରେ ଭିଜିଲାନସ୍ ଚଢ଼ାଉ
- ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ | ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ | ୧୮ରୁ ଆରମ୍ଭ ହେଉଛି ୫ ଦିନିଆ ସଂସଦର ସ୍ବତନ୍ତ୍ର ଅଧିବେଶନ |