ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା PH ଡିଭିଜନର ସହକାରୀ ଯନ୍ତ୍ରୀ ବନେଶ୍ବର ନାୟକଙ୍କ ଘରେ ଭିଜିଲାନସ୍ ଚଢ଼ାଉ

ଭିଜିଲାନସ୍ ଜାଲରେ ବାରିପଦା PH ଡିଭିଜନର ସହକାରୀ ଯନ୍ତ୍ରୀ ବନେଶ୍ବର ନାୟକ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନେଶ୍ବରଙ୍କର ୫ଟି ଠିକଣାରେ ଚାଲିଛି ରେଡ୍, ଚଢ଼ାଉରେ ୨ଜଣ ଅତିରିକ୍ତ SP, ୩ DSP ଓ ୭ଇନ୍ସପେକ୍ଟର ସାମିଲ ସୂଚନା |

Leave a Reply

Your email address will not be published. Required fields are marked *