କେନ୍ଦୁଝର ବଡ଼ବିଲ ଥାନା ରାଇକା ଗାଁରେ ସ୍ତ୍ରୀକୁ କାଠପଟାରେ ପିଟି ନୃଶଂସ ଭାବେ ହତ୍ୟା କଲା ସ୍ବାମୀ । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା । ଅଭିଯୁକ୍ତ ସ୍ଵାମୀ ନାଙ୍ଗୁ ମୁଣ୍ଡାକୁ ଗିରଫ କଲା ପୋଲିସ |

Leave a Reply

Your email address will not be published. Required fields are marked *