- ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସ୍ମିଟ୍, ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା ‘ଜୱାଦ’, ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତ ରୂପ ନେବ | ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ |
- ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ ୬୭ ବର୍ଷୀୟ ବିନୋଦ । କାଲି ଲୋଧି ଶ୍ମଶାନଘାଟରେ ହେବ ଅନ୍ତିମ ସଂସ୍କାର ।ଇନ୍ଷ୍ଟାଗ୍ରାମରେ ସୂଚନା ଦେଲେ ଝିଅ ମଲ୍ଲିକା ।