୧୯ ବର୍ଷରୁ କମ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଭି ବରୋଟଙ୍କ ମୃତ୍ୟୁ । ହୃଦଘାତରେ ମାତ୍ର ୨୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସୌରାଷ୍ଟ୍ର ପକ୍ଷରୁ ଖେଳୁଥିଲେ ଅଭି ।

Leave a Reply

Your email address will not be published. Required fields are marked *