ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସ୍‌ମିଟ୍‌, ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା ‘ଜୱାଦ’, ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତ ରୂପ ନେବ | ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ |

ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସ୍‌ମିଟ୍‌, ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’: SRC | ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା ‘ଜୱାଦ’, ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତ ରୂପ ନେବ | ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ

Leave a Reply

Your email address will not be published. Required fields are marked *