

- ଅଲିମ୍ପିକ୍ସ ବିଜେତା ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ | ୩୮୪ ଜଣଙ୍କୁ ମିଳିବ ବୀରତ୍ବ ପୁରସ୍କାର | ୧୨ ଜଣଙ୍କୁ ଶୌର୍ଯ୍ୟ ଚକ୍ର, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ଘୋଷଣା | ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ , ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୩ ଜଣଙ୍କୁ AVSM ସମ୍ମାନ |
- ବାରିପଦାରେ ନାବାଳିକା ଦୁଷ୍କର୍ମ ଘଟଣାରେ ଆତ୍ମଘୋଷିତ ବାବା ଗିରଫ, ବାବାଙ୍କ କାରନାମା ନେଇ ତୀବ୍ର ପ୍ରତିକ୍ରିୟା ପରେ ଗିରଫ କଲା ପୁଲିସ; ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁଙ୍କ ଗିରଫ ନେଇ ଏସ୍ପିଙ୍କ ସୂଚନା