ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ | ହିନ୍ଦୋଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେବେ,ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନିତ୍ୟାନନ୍ଦ କହିଲେ- ଗତ ନିର୍ବାଚନ ଠାରୁ ୨୦୨୪ରେ ଅଧିକ ବହୁମତ ପାଇବ ବିଜେପି,ଓଡ଼ିଶାରେ ବିଧିବ୍ୟବସ୍ଥା କିଛି ଭଲ ନାହିଁ, ଲୋକେ ଭୟରେ ଅଛନ୍ତି |

Leave a Reply

Your email address will not be published. Required fields are marked *