

- INS ରଣବୀରରେ ବିସ୍ଫୋରଣରେ ୩ ନୌସେନା କର୍ମଚାରୀଙ୍କ ମୃତ୍ୟୁ
- ରାଜଧାନୀରେ ବିଭତ୍ସ ହତ୍ୟା : ବଡ଼ଗଡ଼ କଳିଙ୍ଗବସ୍ତିରେ ମାଆକୁ ମାରି ପୋଡ଼ି ଦେଲା ପୁଅ । ଦରପୋଡା ଅବସ୍ଥାରେ ମୃତଦେହ ଜବତ କଲା ବଡ଼ଗଡ଼ ଥାନା ପୋଲିସ । ଅଭିଯୁକ୍ତ ପୁଅ କାଳିଆ ଜେନାକୁ ଅଟକ ରଖିଲା ପୋଲିସ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି ।