INS ରଣବୀରରେ ବିସ୍ଫୋରଣରେ ୩ ନୌସେନା କର୍ମଚାରୀଙ୍କ ମୃତ୍ୟୁ

INS ରଣବୀରରେ ବିସ୍ଫୋରଣରେ ୩ ନୌସେନା କର୍ମଚାରୀଙ୍କ ମୃତ୍ୟୁ। INS ରଣବୀରର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଥିବା ସୂଚନା । ନୌସେନା ଘଟଣାର ବୋର୍ଡ ଅଫ୍ ଇନକ୍ବାରୀ ତଦନ୍ତ ନିର୍ଦେଶ | କ୍ରସ୍ କୋଷ୍ଟ ଅପରେସନ୍ ପାଇଁ ମୁମ୍ବାଇ ଯାଇଥିଲା INS ରଣବୀର । INS ରଣବୀର ପୂର୍ବତଟ ନୌସେନାରେ ମୁତୟନ ଥିଲା

Leave a Reply

Your email address will not be published. Required fields are marked *