ଗିରଫ ହେଲେ ଯାଜପୁର ଜିଲ୍ଲା ସହକାରୀ ନିର୍ଦେଶକ ପ୍ରଭାତ ମିଶ୍ର | ସହକର୍ମୀ ଲକ୍ଷ୍ମୀପ୍ରୀୟା ମହାରଣାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ | ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପ୍ରଭାତ | ନିଜ କାର୍ଯ୍ୟାଳୟର କର୍ମଚାରୀ ଲକ୍ଷ୍ମୀପ୍ରୀୟା ମହାରଣାଙ୍କ ଜରିଆରେ ନେଉଥିଲେ

Leave a Reply

Your email address will not be published. Required fields are marked *