ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ଜୁନିଅର ପୁରୁଷ ହକି ବିଶ୍ବକପ । ଚତୁର୍ଥ ସ୍ଥାନରେ ରହି ବିଶ୍ବକପ ଅଭିଯାନ ଶେଷ କଲା ଭାରତ । ଫ୍ରାନ୍ସଠୁ ୩-୧ ଗୋଲରେ ହାରିଲା ଭାରତ । ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ ଦେଲେ ଓଡ଼ିଆ ଖେଳାଳି ସୁଦୀପ ଚିର୍ମାକୋ ।

Leave a Reply

Your email address will not be published. Required fields are marked *