- ରନ୍ଧନ ଗ୍ୟାସ୍ ଦର ବୃଦ୍ଧିର ପ୍ରତିବାଦ, ଆଜି ବ୍ରହ୍ମପୁର ଆର୍ଡିସି ଅଫିସ ଘେରିବ ବିଜେଡି, ରାସ୍ତାକୁ ଓହ୍ଲାଇବେ ବିଜୁ ଛାତ୍ର, ଯୁବ ଓ ମହିଳା ବିଜେଡି କର୍ମୀ
- ୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ରାଜ୍ୟରେ ପୂରଣ ହେବ ଡାକ୍ତର ପଦବୀ । ୮୧ ପଦବୀରୁ ଅନୁସୂଚିତ ଜାତି ପାଇଁ ୪୭ଟି, ଅନୁସୂଚିତ ଜନଜାତି ପାଇଁ ୩୪ ପଦବୀ ସଂରକ୍ଷିତ।