- ଫ୍ରାନ୍ସ ଓ ବ୍ରିଟେନରେ ଦିନକରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ
- ୧୫ରୁ ୧୮ ବର୍ଷର ପିଲାଙ୍କୁ କୋଭିଡ ଟିକାକରଣ ପ୍ରସଙ୍ଗ, ଟିକା ନେବାକୁ ଜାନୁଆରି ୧ରୁ ନାମ ପଞ୍ଜୀକରଣ କରିପାରିବେ ପିଲା । ଟିକା ପାଇଁ କୋୱିନ ଆପ୍ରେ ରେଜିଷ୍ଟ୍ରେସନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ । ନାମ ପଞ୍ଜୀକରଣ ପାଇଁ ଷ୍ଟୁଡେଣ୍ଟ ID କାର୍ଡ ଗ୍ରହଣ କରାଯିବ ।