ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ
ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ। ଦାୟିତ୍ଵ ନେବାପରେ ପ୍ରତିକ୍ରିୟା ରଖି କହିଛନ୍ତି, ନୂଆ କରି ଦାୟିତ୍ୱ ନେଇଛି ସୁଚାର ରୂପେ ଏହାର ପରିଚାଳନା ବଡ଼ ଆହ୍ବାନ ରହିବ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି, ଶୃଙ୍ଖଳିତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ବଡ଼ ଚ୍ୟାଲେଜିଂ ରହିବ। ନୂଆ ଭୋଟରମାନଙ୍କୁ ନିର୍ବାଚନ ପାଇଁ ଆକୃଷ୍ଟ କରିବା ବଡ ଆହ୍ଵାନ ରହିବ।