ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ଭବନ ପାଇଁ ଜାଗା ଦେଖି ପସନ୍ଦ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମମତାଙ୍କୁ ଜାଗା ଦେଖାଇଲେ ମୁଖ୍ୟ ସଚିବ ପ୍ରଦୀପ ଜେନା, ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ହେବ ଏହି ଅତିଥି ଭବନ, ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ ବଙ୍ଗୀୟ ପର୍ଯ୍ୟଟକ

Leave a Reply

Your email address will not be published. Required fields are marked *