

- ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଧାମ ଗ୍ରସ୍ତ, ଆଉ କିଛି ସମୟ ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ସମେତ ଉଦଘାଟନ ସହିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ, ଗ୍ରସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପିଏମ୍
- କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଲେ- ୟୁରୋପ ଓ ଚାଇନାରେ ଯେଉଁ ଲହର ହେଉଛି, ତାହା ଡେଲଟା ଭାରିଏଣ୍ଟ, ଆମେ ଡେଲଟା ଭାରିଏଣ୍ଟକୁ ସାମ୍ନା କରିସାରିଛୁ, ତେଣୁ ଆତଙ୍କିତ ହେବାର ନାହିଁ