ମନୀଷ ଦାସ ହତ୍ୟା ମାମଲା; ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କମିସନରେଟ ପୋଲିସ, ଅମ୍ରିତ, ମୃତ୍ୟୁଞ୍ଜୟ, ଦିନେଶଙ୍କୁ ରିମାଣ୍ଡରେ ନେଲା ପୋଲିସ, ମନୀଷ ଦାସ ହତ୍ୟା ମାମଲା; କ୍ରାଇମ ସିନ୍ ରିକ୍ରିଏସନ ହେବ, ୩ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏସନ କରିବ ପୋଲିସ, ରିମାଣ୍ଡ ବେଳେ ମନୀଷଙ୍କ ନିଖୋଜ ମୋବାଇଲ ଫୋନ ସନ୍ଧାନ କରାଯିବ, ଅଭିଯୁକ୍ତଙ୍କୁ ନେଇ ଅଧିକ ତଥ୍ୟ ପ୍ରମାଣ ଖୋଜିବ ପୋଲିସ, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ସୂଚନା

Leave a Reply

Your email address will not be published. Required fields are marked *