

- ଆଜି ରାଜ୍ୟରେ ୬୧୫ ପଜିଟିଭ ଚିହ୍ନଟ, ବଢିଲେ ନିଶ୍ଚିତ ଉଦବେଗଜନକ, ଭୁବନେଶ୍ୱରରେ ଲୋକେ କଟକଣା ମାନୁ ନ ଥିବାରୁ ପଜିଟିଭ ସଂଖ୍ୟା ବଢୁଛି,ସରକାରଙ୍କ ଗାଇଡଲାଇନ୍ ମାନନ୍ତୁ, ସତର୍କ ରୁହନ୍ତୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
- ସୟଦମୁସ୍ତାକ ଅଲି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା ଟିମ୍ ଘୋଷଣା, ୨୧ ଜଣିଆ ଟିମ୍ ଘୋଷଣା କଲା OCA, ରାଜେଶ ଧୂପର କ୍ୟାପଟେନ, ଅକ୍ଟୋବର ୨୭ରେ ଲକ୍ଷ୍ନୌ ଗସ୍ତ କରିବ ଓଡ଼ିଶା କ୍ରିକେଟ୍ ଟିମ୍