ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ! କଳାହାଣ୍ଡି:ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟାପିକା ନିଖୋଜ ଘଟଣା, ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା, ମମିତା ବିଭିନ୍ନ ସମୟରେ ବ୍ଲାକମେଲିଂ କରୁଥିବାରୁ ହତ୍ୟା କରିଥିବା ଗୋବିନ୍ଦ କହିଥିବା ସୂଚନା

Leave a Reply

Your email address will not be published. Required fields are marked *