

- ଦୀପାବଳି ପରେ ଆରମ୍ଭ ହୋଇପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ; ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, କହିଲେ- ଦୀପାବଳି ପରେ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବେ, ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି,ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାର ଚାଲିଛି
- ଖୋର୍ଦ୍ଧାରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଅର୍ଥ ହେରଫେର ମାମଲା; ବିଶ୍ବବିଦ୍ୟାଳୟର ପୂର୍ବତନ ଚିଫ ଫାଇନାନ୍ସ ଅଫିସର ହିମାଂଶୁ କବି ଗିରଫ, ଗତ ମାସ ୧.୨୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିଲା