କେନ୍ଦୁଝର: ରାସ୍ତାରୋକ ବେଳେ ଆମ୍ବୁଲାନସ୍ ଭଙ୍ଗାରୁଜା, ଆମ୍ବୁଲାନସ୍ କର୍ମଚାରୀଙ୍କୁ ଆକ୍ରମଣ କଲେ ଆନ୍ଦୋଳନକାରୀ, ଆମ୍ବୁଲାନସ୍ କର୍ମଚାରୀଙ୍କ ପକ୍ଷରୁ ପଣ୍ଡାପଡ଼ା ଥାନାରେ ଲିଖିତ ଅଭିଯୋଗ, ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଚାଲିଥିଲା ଆନ୍ଦୋଳନ

Leave a Reply

Your email address will not be published. Required fields are marked *