

- ନୟାଗଡ଼ କୋର୍ଟରେ ୨୦୦୮ ମାଓବାଦୀ ଆକ୍ରମଣର ୨ଟି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କଲେ ନୟାଗଡ଼ କୋର୍ଟ । ଦଶପଲ୍ଲା ଥାନା ଆକ୍ରମଣ ଓ ଥାନା କ୍ବାର୍ଟର ପୋଡ଼ି ମାମଲାରେ ନିର୍ଦୋଷ | ନୟାଗଡ଼ କୋର୍ଟରେ ବିଚାରାଧୀନ ୯ଟି ମାମଲାରୁ ୨ଟିରେ ସବ୍ୟସାଚୀ ଖଲାସ । ଆସନ୍ତାକାଲି ହେବ ସବ୍ୟସାଚୀଙ୍କ ଆଉ ଏକ ମାମଲାର ବିଚାର
- ଜାପାନର ରାଜଧାନୀ ଟୋକିଓରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ଥିବା ସୂଚନା । ସରକାରୀ ଭାବେ କ୍ଷୟକ୍ଷତିର ସୂଚନା ଏଯାଏ ଦିଆଯାଇ ନାହିଁ