- ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି: ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ | ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ | ଜଷ୍ଟିସ୍ ବିଆର ଗଭଇ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠରେ ଶୁଣାଣି |
- ଚଣ୍ଡୀ ମନ୍ଦିର ସଂପ୍ରସାରଣ ପାଇଁ ଶୈଳବାଳା କଲେଜ ଜମି ଅଧିଗ୍ରହଣ ମାମଲା : ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ, ଜୁନ୍ ୨୭ରେ ଶୁଣାଣି, ଜମି ଅଧିଗ୍ରହଣକୁ ବିରୋଧ କରି ପୂରାତନ ଛାତ୍ରୀସଂଘ ହାଇକୋର୍ଟ ଆସିଥିଲେ